ବିଲେଇ, କୁକୁରଙ୍କ ଉତ୍ପାତରେ ଅତିଷ୍ଠ କ୍ୟାପିଟାଲ୍‌ ହସ୍ପିଟାଲ ରୋଗୀ : ହସ୍ପିଟାଲ କର୍ତ୍ତୃରପକ୍ଷ ନିରବ

ଶିଶୁ ରୋଗୀଙ୍କ କ୍ଷୀର, ବିସ୍କୁଟ ଖାଇବା ସହ ପିଲାଙ୍କ ଶଯ୍ୟାରେ ଶୋଉଛନ୍ତି ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଏବେ କୁକୁର ଓ ବିଲେଇଙ୍କ ଉତ୍ପାତ ବଢ଼ିଯାଇଛି। ହସ୍ପିଟାଲ ଭିତରେ ନିର୍ଭୟରେ କୁକୁର ଓ ବିଲେଇ ବିଚରଣ କରୁଛନ୍ତି। ଏଥିପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅସୁବିଧାରେ ପଡ଼ୁଛନ୍ତି। ହେଲେ ସବୁ ଜାଣି ହସ୍ପିଟାଲ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବିଲେଇଙ୍କ ପ୍ରାଦୁର୍ଭାବ ଯୋଗୁଁ ଶିଶୁ ବିଭାଗରେ … Continue reading ବିଲେଇ, କୁକୁରଙ୍କ ଉତ୍ପାତରେ ଅତିଷ୍ଠ କ୍ୟାପିଟାଲ୍‌ ହସ୍ପିଟାଲ ରୋଗୀ : ହସ୍ପିଟାଲ କର୍ତ୍ତୃରପକ୍ଷ ନିରବ